Download Now Banner

This browser does not support the video element.

ଖଲ୍ଲିକୋଟ୍: ମାଣିକ୍ୟପୁର ଛକରେ ମାଇନ୍ସ ବିଭାଗର ଚଢ଼ାଉ; ବାଲି ବୋଝେଇ ହାଇୱା ଗାଡ଼ି ଜବତ

Khalikote, Ganjam | Aug 28, 2025
ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଛକରେ ଆଜି ମାଇନ୍ସ ବିଭାଗର ଚଢ଼ାଉ କରି ଗୋଟିଏ ବାଲି ବୋଝେଇ ହାଇୱା ଗାଡ଼ି ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ କଟକ ରୁ ଏକ ବାଲି ବୋଝେଇ ହାଇୱା ଗାଡ଼ି ନମ୍ବର OD 07 AU 3199 ଖଲ୍ଲିକୋଟ ଅଭିମୁଖେ ଆସୁ ଥିବା ଖବର ପାଇ ବ୍ରହ୍ମପୁର ମାଇନ୍ସ ବିଭାଗ ଆଜି ସକାଳ ୭ ଟା ସମୟରେ ମାଣିକ୍ୟପୁର ଛକରେ ଚଢ଼ାଉ କରି ବାଲି ବୋଝେଇ ହାଇୱା ଗାଡ଼ି ଟିକୁ ଜବତ କରିଥିଲେ । ତେବେ ଜବତ ହାଇୱା ଗାଡ଼ି ଟି ଆଜି ସନ୍ଧ୍ୟା ୫ ଟା ସମୟରେ ଭେଜିପୁଟ ଫାଣ୍ଡିରେ ଅଟକ ଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us