Install App
santoshbaral67
This browser does not support the video element.
ସତ୍ୟବାଦୀ: ଜାତୀୟ ରାଜପଥର କଲେଜ ଛକ ଠାରେ ଯାତ୍ରୀବାହୀ ବସ ଧକ୍କାରେ ବାଇକ୍ ଚାଳକ ମୃତ, ଶବକୁ ଜବତ କରି ପୋଲିସର ତଦନ୍ତ ଜାରି
Satyabadi, Puri | Sep 13, 2025
ଆଜି ରାତି, ୮ଟାରେ ସତ୍ୟବାଦୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥର କଲେଜ ଛକ ଠାରେ ଏକ ଯାତ୍ରୀ ବାହୀ ବସ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବଳଙ୍ଗା ଥାନା ନରୁଡ଼ା ଗ୍ରାମର ଲକ୍ଷ୍ମୀଧର ରାଉତ ବୋଲି ଜଣା ପଡିଛି। ଖବର ପାଇ ସତ୍ୟବାଦୀ ଥାନା ପୋଲିସ ମେଡିକାଲ୍ ରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!