This browser does not support the video element.
ରେଢାଖୋଲ: କେଲୋ ଗ୍ରାମକୁ ରାସ୍ତା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ
Rairakhol, Sambalpur | Oct 6, 2025
କେଲୋ ଗ୍ରାମକୁ ରାସ୍ତା ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ ରାସ୍ତା ଚିହ୍ନଟପାଇଁ ସମ୍ବଲପୁର ଜିଲ୍ଲା କସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମବାସୀ ସମୋବାର ନାକଟିଦେଉଳ ତହସିଲଦାର ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଅଭିଯୋଗରଜ ପ୍ରକାଶ ଯେ କେଲୋ ଗ୍ରାମକୁ ଯାଇଥିବା ରାସ୍ତା ରେ କଣ୍ଟା ଗଛ ଲଗାଯାଇ ରାସ୍ତା ଅବରୋଧ କରାଯାଇଛି । ତେଣୁ ଗ୍ରାମର ମହିଳାମାନେ କଣ୍ଟା ଗଛ ସବୁ କାଟି ସଫା କରିଥିଲେ । ତେବେ କଣ୍ଟା ଗଛ ଲଗାଇଥିବା ବ୍ୟକ୍ତି ମହିଳାଙ୍କ ସହିତ ଝଗଡା କରିଥିଲା । ଏହି ମାମଲା ଥାନା ପର୍ଯ୍ୟନ୍ତ ପହଞ୍ଚିଥିଲା ।