This browser does not support the video element.
ନୂଆପଡା: ନେସନାଲ କଲେଜ୍ରେ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୁବ ନେତୃତ୍ୱ ତାଲିମ୍ ଶିବିର ଉଦଯାପିତ
Nuapada, Nuapada | Sep 7, 2025
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୁବ ନେତୃତ୍ଵ ତାଲିମ୍ ଶିବିର ଉଦଯାପିତ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ସହବନ୍ଧିତ ନେସନାଲ କଲେଜ୍, ନୂଆପଡ଼ା ରାଷ୍ଟ୍ରୀୟ ସେବା ଯୋଜନା ଦ୍ୱାରା ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ଵ ତାଲିମ୍ ଶିବିର ଉଦଯାପିତ ହୋଇଛି। ୫ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଆୟୋଜିତ ଏହି ଶିବିରରେ କଳାହାଣ୍ଡି ଓ ନୂଆପଡ଼ାର ୧୦୦ ଜଣ ସ୍ଵେଚ୍ଛାସେବୀ ଓ ୧୨ ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗଦେଇଥିଲେ। ତିନି ଦିନିଆ କାର୍ଯ୍ୟକ୍ରମରେ ୧୦ଟି ଅଧିବେଶନ, ବିଭିନ୍ନ ପ୍ରତିଯୋଗିତା ସହିତ ସେବାମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଥି