Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା ଓ କୋରାପୁଟର ଦୁଇ ଶିକ୍ଷକ ଜାତୀୟ ପୁରସ୍କାର ପାଇବା ପରେ ନବରଙ୍ଗପୁର ସାଂସଦ ଦେଲେ ଶୁଭେଛା

Malkangiri, Malkangiri | Sep 6, 2025
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଥିବା ଓଡ଼ିଶାର ମାଲକାନଗିରି କୋରକୁଣ୍ଡା ବ୍ଲକ କଣ୍ଡେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ବସନ୍ତ କୁମାର ରଣା ଏବଂ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟର ଶିକ୍ଷକ ଶ୍ରୀ ତରୁଣ କୁମାର ଦାଶଙ୍କୁ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ସ୍ୱାଗତ ସମ୍ବର୍ଧନା କରିଛନ୍ତି ଓ ସାଂସଦ ବହୁତ ଆନନ୍ଦିତ ଅନୁଭବ କରିଛନ୍ତି
Read More News
T & CPrivacy PolicyContact Us