Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ଅଫିସରେ ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ରାତି ୧୦ ରୁ ସକାଳ ୬ ପର୍ଯ୍ୟନ୍ତ ସହରର ଦୋକାନ ବନ୍ଦ ଆଦେଶ ନେଇ ଜିଲ୍ଲାପାଳଙ୍କ ସୂଚନା

Baleshwar M, Balasore | Oct 7, 2025
ଆସନ୍ତା ଦୀପାବଳିକୁ ଦୃଷ୍ଟିରେ ରଖି ବାଲେଶ୍ଵର ସହରରେ ଶାନ୍ତି-ଶୃଙ୍ଖଳାକୁ ନିଶ୍ଚିତ କରିବା ପାଇଁ ଗତକାଲି ରାତିରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଆଦେଶନାମା ଜାରି କରିଛନ୍ତି। ଦୀପାବଳୀ ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ରାତି ୧୦ରୁ ସକାଳ ୬ଟା ଯାଏଁ ବନ୍ଦ ରଖିବାକୁ କୁହାଯାଇଛି। ଏହା ଦ୍ୱାରା ଜିଲ୍ଲାରେ କୌଣସି କର୍ଫ୍ୟୁ ଜାରି ହୋଇ ନଥିବା ଆଜି ୧୧.୩୦ ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us