This browser does not support the video element.
ଫୁଲବାଣୀ ସହର: ସହରରେ ପୂର୍ବତନ ବିଧାୟକ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ଶେଷ ଦର୍ଶନ କଲେ ଦୁଇ ବିଧାୟକଙ୍କ ସହ କନ୍ଧମାଳ ସାଂସଦ
Phulabani Town, Kandhamal | Aug 25, 2025
ଫୁଲବାଣୀ ସହରରେ ବାଲିଗୁଡା ର ପୁର୍ବତନ ବିଧାୟକ ତଥା ଜିଲ୍ଲା ର ବରିଷ୍ଠ ନେତା ସ୍ୱର୍ଗତ କରେନ୍ଦ୍ର ମାଝୀ ଙ୍କ ପାର୍ଥିବ ଶରୀର ସହର ପରିକ୍ରମା କରାଯାଇଛି,ଶେଷ ଦର୍ଶନ ପାଇଁ ଦ ବୈଧ ବିଧାୟକ ଠାରୁ ଆରମ୍ଭ, ଫୁଲବାଣୀ ବିଧାୟକ, କନ୍ଧମାଳ ସାଂସଦ ମଧ୍ୟ ଫୁଲବାଣୀ ସଂରରେ ଶେଷ ଦର୍ଶନ କରିଛନ୍ତି ଅପରାହ୍ନ 4ଘଣ୍ଟିକା ସମୟରେ ଫୁଲବାଣୀ ସହରେ ଏହି କାଯ୍ୟକ୍ରମ ଅନୁଷ୍ଠିତ ହଇଥିବା ବେଳେ ସମସ୍ତ ବିଜେପିକର୍ମି ଏବଂ ନେତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି, କେବଳ ନେତା ନୁହେଁ, ସାମ୍ବାଦିକ ବନ୍ଧୁ ମାନେ ମଧ୍ୟ ତାଙ୍କ ଶେଷ ଦର୍ଶନ ରେ ସାମିଲ ହଇଛନ୍ତି