Download Now Banner

This browser does not support the video element.

ଜି ଉଦୟଗିରି: ଜି ଉଦୟଗିରି ଅବକାରୀ ଥାନା ପରିସରରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଧାର କରି କଳିଙ୍ଗା ଘାଟିରେ ଛଡାଗଲା

G Udayagiri, Kandhamal | Sep 6, 2025
ଜି ଉଦୟଗିରି ଅବକାରୀ ଥାନା ପରିସରରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଧାର।ସୂଚନା ଯୋଗ୍ୟ ଯେ ଏହି ସାପ କୁ ଦେଖି ସ୍ଥାନୀୟ କର୍ମଚାରୀ ମାନେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଙ୍କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମାନେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ।ପରେ ସ୍ଥାନୟ କଳିଙ୍ଗା ଘାଟିରେ ଛାଡ଼ି ଥିବାର ସୂଚନା ମିଳିଛି।ପ୍ରବଳ ବର୍ଷା ଯୋଗୁଁ ନିକଟସ୍ଥ ପାହାଡ ରୁ ଏହି ବିରାଟ ସାପ ମାନେ ଆସୁଥିବାର ଜଣ ପଡ଼ିଅଛି।
Read More News
T & CPrivacy PolicyContact Us