Install App
sushantpattnayak1983
This browser does not support the video element.
ଛତ୍ରପୁର: ବ୍ରହ୍ମପୁର ମହାନଗର ନିଗମର ନୂତନ କୋଠା ପୂଜା ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ମେୟର ଓ ବହୁ କର୍ପୋରେଟର
Chhatrapur, Ganjam | Aug 26, 2025
ବ୍ରହ୍ମପୁର ମହାନଗର ନିଗମର ନୂତନ କୋଠା ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଂଗଳବାର ମଧ୍ୟାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଶ୍ରୀମତୀ ଡେପୁଟି ମେୟର ଇ ବିବେକ ରେଡ୍ଡୀ,ସମସ୍ତ କର୍ପୋରେଟର ଗଣ ଓ ବିଇଏମସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!