This browser does not support the video element.
ଭଞ୍ଜନଗର: ଜଗନ୍ନାଥପ୍ରସାଦ ଗୋଛାବାଡି ଗାଁର ଅସହାୟ ଚରଣଙ୍କୁ ସହାୟତାର ହାତ ବଢାଇଲା ସାମାଜିକ ସଂଗଠନ
Bhanjanagar, Ganjam | Aug 23, 2025
ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗୋଛାବାଡି ଗ୍ରାମର ଚରଣ ପ୍ରଧାନ ଅଜଣା ରୋଗରେ ପିଡିତ ହୋଇ ଅର୍ଥ ଅଭାବ ହେତୁ ଚିକିଛା ହୋଇପାରୁନାହାଁନ୍ତି । ଏହି ଖବର ପାଇବା ପରେ ଭଂଜନଗର ର ସାମାଜିକ ସଙ୍ଗଠନ ବିପଦର ବନ୍ଧୁ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଁଚି ସହାୟତାର ହାତ ବଢାଇଛି । ସାମାଜିକ ସଙ୍ଗଠନ ବିପଦର ବନ୍ଧୁର ସଦସ୍ୟ ମାନେ ଚରଣ ପ୍ରଧାନ ଙ୍କ ପାଖରେ ଅ।ଜି ଦିନ 4 ଘଣ୍ଟ ସମୟରେ ପହଁଚି ତାଙ୍କର ସ୍ଵାସ୍ଥ୍ୟବସ୍ଥା ବୁଝିବା ସହ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ ଏବଂ ପୋଷାକ ପ୍ରଦାନ କରିଥିବା ଜଣାପଡିଛି ।