This browser does not support the video element.
ସୁକିନ୍ଦା: ଧର୍ମଶାଳା ମହୋତ୍ସବ ପଡିଆରେ ବିଶେଷ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ହିମାଂଶୁ ଶେଖର ସାହୁ
Sukinda, Jajpur | Sep 7, 2025
ଯାଜପୁର ଜିଲ୍ଲା ଧର୍ମଶାଳା ମହୋତ୍ସବ ପଡିଆରେ ବିଜେପି ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ହିମାଂଶୁ ଶେଖର ସାହୁ । ବିଜେପି ପକ୍ଷରୁ ଆସନ୍ତା ୧୦ ତାରିଖ ଦିନ ଧର୍ମଶାଳା ମହୋତ୍ସବ ପଡିଆ ଠାରେ ହେବାକୁ ଥିବା ମହା ମିଶ୍ରଣ କାର୍ଯ୍ୟକ୍ରମ ପୂର୍ବରୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପଡିଆରେ କର୍ମୀ ମାନଙ୍କ ସହିତ ମିଶି କାର୍ଯ୍ୟ ସ୍ଥିତି ଅନୁଧ୍ୟାନ କରିଥିବା ରବିବାର ଅପରାହ୍ନ 5 ଘଟିକା ସମୟରେ ଦେଖିବାକୁ ମିଳିଛି ।