This browser does not support the video element.
ବଲାଙ୍ଗୀର: ଟିକ୍ରା ପଡ଼ା ସରକାରି ସ୍କୁଲରେ ଛାତ୍ରକୁ ଶିକ୍ଷୟତ୍ରୀଙ୍କ ନିର୍ଯ୍ୟାତନା ଘଟଣାରେ କାର୍ଯ୍ୟାଳୟରେ ପ୍ରତିକ୍ରିୟା ଜିଲ୍ଲାପାଳ
Balangir, Balangir | Aug 6, 2025
ବଲାଙ୍ଗୀର ସଇଁତଳା ବ୍ଳକ ଅନ୍ତର୍ଗତ ଟିକ୍ରାପଡା ସରକାରୀ ସ୍କୁଲରେ ଛାତ୍ର ନିର୍ଯ୍ୟାତନା ଅଭିଯୋଗ I ପ୍ରଧାନ ଶିକ୍ଷୟତ୍ରୀ ଆକ୍ରୋଶ ରଖି ବାରମ୍ବାର ସ୍କୁଲରେ ଛାତ୍ରକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ ଏତଲା ପରେ ବି ପୋଲିସ ତଦନ୍ତ କରୁନଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରକୁ ପାଠ ପଢିବା ପାଇଁ ସ୍କୁଲକୁ ପୁରାଉ ନଥିବା ଅଭିଯୋଗ ଆଣିଛନ୍ତି ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ସଇଁତଳା ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ବିଇଓଙ୍କ ତଦନ୍ତ ରିପୋର୍ଟ ପରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗୀର ଜିଲ୍ଲାପାଳ।