This browser does not support the video element.
ଜଗତସିଂହପୁର: ମାଆଙ୍କୁ ଭାଷଣ ମାଧ୍ୟମରେ ଅସମ୍ମାନୀତ କରିବା ଘଟଣାର ପ୍ରତିବାଦରେ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା
Jagatsinghapur, Jagatsinghpur | Sep 3, 2025
ମାଆଙ୍କୁ ଭାଷଣ ମାଧ୍ୟମରେ ଅସମ୍ମାନୀତ କରିବା ଘଟଣାର ପ୍ରତିବାଦରେ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ ବିହାରର ଏକ ସଭାରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସ ନେତୃବୃନ୍ଦ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆଙ୍କୁ ଭାଷଣ ମାଧ୍ୟମରେ ଅସମ୍ମାନୀତ କରିବା ଘଟଣାର ପ୍ରତିବାଦରେ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ସ୍ଥାନୀୟ ଥାନା ଛକ ନିକଟରେ ଏକ ଶୋଭାଯାତ୍ରାରେ ଆସି କଂଗ୍ରେସ ବିରୋଧରେ ନ