Download Now Banner

This browser does not support the video element.

ଗୋବିନ୍ଦପୁର: କେଛୁପାଣି ମଦଭାଟି ନିକଟ ପୁଲିଆ ଠାରେ ବାଇକ୍ ଦୁର୍ଘଟଣା ରେ ଜଣେ ମୁକ ବଧିର ଯୁବକ ଆହତ

Govindpur, Sambalpur | Sep 27, 2025
ବାମରା ବ୍ଲକ ଅନ୍ତର୍ଗତ କେଛୁପାଣି ମଦଭାଟି ନିକଟ ପୁଲିଆ ଠାରେ ବାଇକ୍ ଦୁର୍ଘଟଣା ରେ ଜଣେ ମୁକ ବଧିର ଯୁବକ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ନୁନିଆମୁଣ୍ଡା ଗ୍ରାମ ର ଟଙ୍କଧର ବାଗ ଶନିବାର ରାତି ପ୍ରାୟ ୯ ଟା ସମୟରେ କେଛୁପାଣି ଠାରୁ ଏକ ବାଇକ୍ ରେ ନିଜ ଘର କୁ ଫେରୁଥିବା ବେଳେ ବାଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗି ସେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Read More News
T & CPrivacy PolicyContact Us