Download Now Banner

This browser does not support the video element.

ଜୁନାଗଡ: ଆସନ୍ତା କାଲି ସକାଳ 7ଟାରୁ 10ଟା ପର୍ଯ୍ୟନ୍ତ ମହାଳିଙ୍ଗ ଅଞ୍ଚଳରେ ବିଦୂତ ସେବା ବନ୍ଦ ନେଇ ବିଦୂତ ବିଭାଗ ର ସୂଚନା

Junagarh, Kalahandi | Sep 24, 2025
ଆଜି 24ତାରିଖ ବୁଧବାର ରାତ୍ରି 8ଟାରେ ବିଦୂତ ବିଭାଗ ରୁ ଏକ ସୂଚନା ଜାରି କରାଯାଇଛି ଯେ ଆସନ୍ତା କାଲି ମହାଳିଙ୍ଗ ଅଞ୍ଚଳରେ ଥିବl ବିଭିନ୍ନ ବିଦୂତ ତାରର ଜରୁରୀ କାର୍ଯ୍ୟ ହେତୁ ସକାଳ 7ଟାରୁ 10ଟା ପର୍ଯ୍ୟନ୍ତ ମହାଳିଙ୍ଗ ଅଞ୍ଚଳରେ ବିଦୂତ ସେବା ବନ୍ଦ ନେଇ ବିଦୂତ ବିଭାଗ ର ସୂଚନା
Read More News
T & CPrivacy PolicyContact Us