Download Now Banner

This browser does not support the video element.

ବୋଲଗଡ: ବୋଲଗଡ଼ ପଞ୍ଚାୟତ ପରିସରରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ବିଧାୟକ

Bolagad, Khordha | Sep 8, 2025
ବୋଲଗଡ଼ ବ୍ଲକ ଅନ୍ତର୍ଗତ ବୋଲଗଡ଼ ଗ୍ରାମପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଶୁଭଉଦ୍ଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ।କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲାସ ପ୍ରଧାନ,ଗୋଷ୍ଠି ଉନୟନ ଅଧିକାରୀ ସୁମନ ସୁଦ୍ଧା କୁଣ୍ଡୁ , ତହସିଲଦାର ବିଜୟ କୁମାର ସେଠୀ , ଜିଲ୍ଲାପରିଷଦ ପ୍ରତିନିଧି ଶୁଭେନ୍ଦ୍ର କୁମାର ସାହୁ ଙ୍କ ସମେତ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ ଙ୍କ ସହ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା ଏବଂ ବୋଲଗଡ଼ ଗ୍ରାମପଞ୍ଚାୟତର ସମସ୍ତ ଛାମୁଆ ନେତୃବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।
Read More News
T & CPrivacy PolicyContact Us