This browser does not support the video element.
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହର ସ୍ଥିତ ଦୋଳବୋନ୍ଧ ର ପୁନଃଉର୍ଦ୍ଧାର ଏବଂ ସୈନ୍ଧର୍ଯୀକରଣ ନିମନ୍ତେ ପୈରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଦାବୀ ପତ୍ର
Paralakhemundi, Gajapati | Aug 16, 2024
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସ୍ଥିତ ୧୫ ନଂ ୱାର୍ଡରେ ଅବସ୍ଥିତ ଦୋଳବନ୍ଧ ର ପୁନଃରୁଦ୍ଧାର ସହ ସୈନ୍ଧର୍ଯୀକରଣ କରିବା ନିମନ୍ତେ ଆଜି ଦିବା ୩.୫୦ ସମୟରେ ପାରଳାଖେମୁଣ୍ଡି ପୈରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ସ୍ଥାନୀୟ ଦୋଳବନ୍ଦ କମିଟି ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । କମିଟି ପକ୍ଷରୁ ଏହା ପୁର୍ବରୁ ଗତ ୦୬.୦୭.୨୪ତାରିଖରେ ପତ୍ର ସଂଖ୍ୟା ୧/୨୦୨୪-୨୫ରେ ଉକ୍ତ ବିଷୟ କୁ ନେଇ ତ୍ଵରିତ ପଦକ୍ଷେପ ନେବା ପାଇଁ ଦାବି କରାଯାଇଥିଲା । ଏବଂ ଏହାର ଏକ କିତା ନକଲ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା । ତଥାପି କୈାଣସି ସୁଫଳ ନ ମିଳିବା ଯୋଗୁଁ ଆଜି ପୁଣି ତାହାକୁ ସ୍ବରଣ କ