This browser does not support the video element.
ଭଟଲି: କୁଶନପୁରୀ ହବିବନଗରରେ ପାଳିତ ହେଲା ମହମ୍ମଦ ଜୟନ୍ତୀ,
Bhatli, Bargarh (Baragarh) | Sep 5, 2025
କୁଶନପୁରୀ ହବିବନଗରରେ ପାଳିତ ହେଲା ମହମ୍ମଦ ଜୟନ୍ତୀ, ଭଟଲିବ୍ଳକ ଅନ୍ତର୍ଗତ କୁଶନପୁରୀ ହବିବନଗରରେ ସୁନ୍ନିଯାମା ମସଜିତ କମିଟି ପକ୍ଷରୁ ଆଜି ମହମ୍ମଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଥିବା ବେଳେ ଆଜିସନ୍ଧ୍ୟା ୭ଟାରେ କମିଟି ପକ୍ଷରୁ ଆମ ଲଙ୍ଗର ଅନ୍ନ ଛତ୍ରର ବ୍ୟବସ୍ଥା ହୋଇଥିଲା ଏବଂ ପ୍ରବଚନ ହେବା ସହିତ ମହମ୍ମଦ ଙ୍କ ଜୀବନୀ ଉପରେ ଆଲୋଚନା କରଯାଇଥିଲା।ଏହି ଅବସରରେ ଏକ ଶୋଭାଯାତ୍ରାରେ ବାହାରି କୁଶନପୁରୀ ଗ୍ରାମ ବୁଲିବା ପରେ ବିଜୟା ଛକ ଏବଂ ଭଟଲି ବସଷ୍ଟାଣ୍ଡ ଦେଇ ସ୍ଥାନୀୟ ଇଦଗାହ ପର୍ଯ୍ୟନ୍ତଯାଇଥିଲେ।ସେଠାରେ ପୂଜାର୍ଚ୍ଚନା ସାରିବା ପରେ ପୁଣି ହବିବନଗର କୁ ପହଞ୍ଚିଥିଲେ।