This browser does not support the video element.
ସୋନପୁର: ଆନ୍ତର୍ଜାତୀୟ ସକ୍ଷରତା ଦିବସ ଉପଲକ୍ଷେ ସୋନପୁର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରେଲି ଏବଂ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
Sonapur, Subarnapur (Sonepur) | Sep 8, 2025
ଆନ୍ତର୍ଜାତୀୟ ସକ୍ଷରତା ଦିବସ ଉପଲକ୍ଷେ ସୋନପୁର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରେଲି ଏବଂ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ l ସୂଚନା ଅନୁସାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ 2025 ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ସୋନପୁର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଏବଂ ସଚେତନତା ରେଲି, ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ସି ଆର ସିସି ଉମାକାନ୍ତ ମିଶ୍ରଙ୍କ ସମେତ ବ୍ଲକର ସମସ୍ତ (14) ଜଣ ସିଆରସିସି ଯୋଗଦାନ କରିଥିଲେ l ଗୋଷ୍ଠୀ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର, ଅତିରିକ୍ତ ଗୋଷ୍ଠୀ