This browser does not support the video element.
କୋରାପୁଟ ସହର: କୋରାପୁଟ ସଦର ଲେନ୍ଦ୍ରି ମାଲିଗୁଡା ନିକଟ ଜାତୀୟ ରାଜପଥରେ ପଡ଼ିଥିବା ଗଛକୁ ଧକ୍କା ଦେଇ ବାଇକ୍ ଆରୋହୀଙ୍କ ମୃତ୍ୟୁ।
Koraput Town, Koraput | Oct 9, 2025
କୋରାପୁଟ.... କୋରାପୁଟ ସଦର ଅଂଚଳ ରେ ଏକ ଦୁଃଖଦ ଘଟଣା ଘଟିଛି।ରାସ୍ତାରେ ପଡ଼ିଥିବା ଗଛକୁ ଧକ୍କା ଦେଇ ବାଇକ୍ ଆରୋହି ମୃତଭୋଇଥିବା ଜଣାପଡ଼ିଛି ।ଘଟଣା ଘଟିଛି କୋରାପୁଟ..ରାୟଗଡ଼ା ଜାତୀୟ ରାଜପଥର ଲେନ୍ଦ୍ରିମାଳି ଗୁଡା ଗାଁ ନିକଟ ରେ। ବାଇକ୍ ଆରୋହି ଜଣକ ନିଜ ଗାଁ ଲୁକମାରି ରୁ କୋରାପୁଟ କୁ ଯାଉଥିଲେ। କିନ୍ତୁ କୌଣସି କାରଣ ବସ୍ତତ ନିଜେ ଜାତୀୟ ରାଜପଥ ଉପରେ ପଡ଼ିଥିବା ଗଛକୁ ଧକ୍କା ଦେଇ ଘଟଣା ସ୍ଥଳ ରେ ଟଳି ପଡ଼ିଥିଲେ। ମୃତକ ଙ୍କ ପରିଚୟ ହେଉଛି ଜିତେନ୍ଦ୍ର ଡଙ୍ଗରି । ଜାତିୟ ରାଜପଥ ରେ ପଡିଥିବା ଗଛକୁ ହଟାଇବା ପେଟ କୋରାପୁଟ ରୁ ଅଗ୍ନିସମ୍ ବିଭାଗ ପୋହାଞ୍ଚୀ ରାସ୍ତା ସଫା କରୁଛନ୍ତି।