Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ମିଛ ଗଞ୍ଜେଇ ମାମଲାରେ ପୋଲିସ ଘରୁ ଉଠାଇ ନେଇଛି ମୋ ସ୍ୱାମୀଙ୍କୁ, ଏସପିଙ୍କ କାଯ୍ୟଳୟରେ ଅଭିଯୋଗ କଲେ ମହିଳା l

Puri M, Puri | Sep 10, 2025
ଏହି ଘଟଣାରେ ଜିତେନ୍ଦ୍ର ପରିଡାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଗଞ୍ଜେଇ ବେପାର ରେ ଜିତେନ୍ଦ୍ର ସମ୍ପୃକ୍ତ ନଥିବାବେଳେ ତାଙ୍କୁ ପୋଲିସ ଘରୁ ଉଠାଇନେଇଛି l ଜିତେନ୍ଦ୍ରଙ୍କ ଏକ ସରକାରୀ ପ୍ରାପ୍ତ ଭାଙ୍ଗ ଦୋକାନ ରହିଛି ଚନ୍ଦନପୁର ଅଞ୍ଚଳରେ କିନ୍ତୁ ଯେଉଁ ମାନେ ଏହି ଘଟଣାରେ ସମ୍ପୃକ୍ତ ରହିଛନ୍ତି ପୋଲିସ ସେମାନଙ୍କୁ ଗିରଫ ନକରି ନିର୍ଦୋଷ ରହିଥିବା ଜିତେନ୍ଦ୍ରକୁ ଗିରଫ କରିଛନ୍ତି l ଯଦି ଜିତେନ୍ଦ୍ରକୁ ନିର୍ଦୋଷରେ ନଛାଡ଼ନ୍ତି ତାହାହେଲେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି ଜିତେନ୍ଦ୍ର ଙ୍କ ପତ୍ନୀ ବସୁମତୀ ସ୍ୱାଇଁ l
Read More News
T & CPrivacy PolicyContact Us