Download Now Banner

This browser does not support the video element.

ଜଗତସିଂହପୁର: ସଂଅରାସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟଳୟ ସଭାଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ, ଯୋଗଦେଲେ ମନ୍ତ୍ରୀ ସମ୍ପଦ ସ୍ବାଇଁ

Jagatsinghapur, Jagatsinghpur | Aug 22, 2025
ଜଗତସିଂହପୁର ଜିଲ୍ଲାରେ ୧୧ ମାସ ପରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୧୧ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଏହି ବୈଠକ ସଂଅରାସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ, ବାଲିକୁଦା ଏରସମାବିଧାୟକ ଶାରଦା ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ସାଂସଦ ବିଭୁପ୍ରସାଦ ତରାଇ ସମେତ ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ କାର୍ଯ୍ୟବ୍ୟସ୍ତତା ହେତୁ ଅନୁପସ୍ଥିତ ଥିଲେ ।
Read More News
T & CPrivacy PolicyContact Us