Download Now Banner

This browser does not support the video element.

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିଷରରେ ପଦାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Digapahandi, Ganjam | Sep 6, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିଷରରେ ପଦାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପଦାର୍ପଣ ଉତ୍ସବ ଅ।ଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ପଦାର୍ପଣ ଉତ୍ସବ ସଂର୍ମ୍ପକରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହ ଛାତ୍ରଛାତ୍ରୀ ମାନେ କିବଳି ଭାବରେ ଉଚ୍ଚ ଶିକ୍ଷିତ ହୋଇ ସୁନାମ ଅର୍ଜନ କରି ପାରିବେ ସେ ନେଇ ମଧ୍ୟ ସଚେତନତା କରାଯାଇଥିଲା ।
Read More News
T & CPrivacy PolicyContact Us