Download Now Banner

This browser does not support the video element.

ବରଗଡ: ହାଟପଦା ସହିତ ବରଗଡ଼ର ବିଭିନ୍ନ ଏରିଆରେ ଧୁମ ଧାମରେ ପାଳିତ ହେଲା ଗଣେଶ ପୂଜା, ଶୁଣନ୍ତୁ ପ୍ରତିକ୍ରିୟା

Bargarh, Bargarh (Baragarh) | Aug 27, 2025
ବରଗଡ଼ ସହରରେ ଧୁମ ଧାମରେ ଶ୍ରୀ ଗଣେଶ ପୂଜା ପାଳିତ | ସହର ରେ ଭକ୍ତଙ୍କ ପ୍ରବଳ ଭିଡ଼ | ଅପରାହ୍ନ 4 ଘଣ୍ଟା ସମୟରେ ବରଗଡ଼ ମା ସମଲେଶ୍ୱରୀ ମନ୍ଦିର କମିଟି ତଳିପଡ଼ା, କାଳୀମନ୍ଦିର, ହାଟ ପଦା, ବାନ୍ଦୁରଟିକ୍ରା, କଟକିଆ ପଡା, ଭଟଲି ଛକ, ବିଶି ପଡା, ବାଲିଟିକ୍ରା ଇତ୍ୟାଦି ସ୍ଥାନରେ ଧୁମ ଧାମରେ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବରଗଡ଼ ସହରରେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି | ବରଗଡ଼ ସହରର ବିଭିନ୍ନ ଛକ ମାନଙ୍କରେ ପୋଲିସ ମୁତୟନ କରାଯିବା ସହ ଟ୍ରାଫିକ ସମସ୍ୟା ଉପରେ ନଜର ରଖାଯାଇଥିଲା |
Read More News
T & CPrivacy PolicyContact Us