Download Now Banner

This browser does not support the video element.

ବୌଦ୍ଧ ସଦର: ରଥ ସାହିରେ ୨ ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଆହତ, ମେଡିକାଲରେ ଭର୍ତ୍ତି

Baudh Sadar, Boudh (Bauda) | Apr 7, 2024
ବୌଦ୍ଧ ରଥ ସାହିରେ ରବିବାର ମଧ୍ୟାହ୍ନରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ ଚାଳକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଜଗନ୍ନାଥ ମନ୍ଦିର ଆଡୁ ପୋଷ୍ଟ ଅଫିସ ଆଡକୁ ଯାଉଥିବା ଏକ ବାଇକ ରଥ ସାହି ବୁଲାଣି ଠାରେ ସାମ୍ନାରୁ ଆସୁଥିବା ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତ ବାଇକ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
Read More News
T & CPrivacy PolicyContact Us