Install App
jeyporekhabar
This browser does not support the video element.
ଜୟପୁର: ଜୟପୁର ମ୍ୟୁନିସପାଲିଟିରେ ବୈଠକ ଗୃହରୁ ଉଠିଆସିଲେ ବିଜେଡ଼ି କାଉନସିଲର। ବୈଠକ ବନ୍ଦ ଉପାଧ୍ୟକ୍ଷା ବି ସୁନିତା କଣ କହୁଛନ୍ତି ଶୁଣନ୍ତୁ
Jeypore, Koraput | Aug 26, 2025
ଜୟପୁର ମ୍ୟୁନିସପାଲିଟିରେ ବୈଠକ ଗୃହରୁ ଉଠିଆସିଲେ ବିଜେଡ଼ି କାଉନସିଲର। ବୈଠକ ବନ୍ଦ ହୋଇଗଲା। ଚାଲିଗଲେ ନିର୍ବାହୀ ଅଧିକାରୀ। ଚେୟାରମେନଙ୍କୁ ଅପେକ୍ଷା କଲୁ ସେ ନଆସିବାରୁ ଚାଲିଆସିଲୁ ବୋଲି ଆଜି ଅପରାହ୍ନ 1 ଘଣ୍ଟା ସମୟରେ କହିଛନ୍ତି ଉପାଧ୍ୟକ୍ଷା ବି ସୁନିତା I
Share
Read More News
T & C
Privacy Policy
Contact Us
Your browser does not support JavaScript!