This browser does not support the video element.
ସୋନପୁର: ସୁବଳୟା ସହରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନ ବିନାଶକ ଗଜାନନ
Sonapur, Subarnapur (Sonepur) | Aug 27, 2025
ସୂଚନା ଅନୁସାରେ ଆଜି ଭାଦ୍ରବ ମାସର ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ହୋଇ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରର ବିଭିନ୍ନ ପୂଜା ମଣ୍ଡପରେ ବଡ଼ ଧୁମ ଧାମରେ ପାଳନ ହୋଇଛି ଶ୍ରୀ ଗଣେଶ ଚତୁର୍ଥୀ, ପୂଜା ପାଇଛନ୍ତି ବିଘ୍ନ ବିନାଶକ ଗଜାନନ ଗଣପତି l ଏହି କ୍ରମରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ରୀତି ନୀତି ଅନୁସାରେ ଧୂପ ଦୀପ ନୈବେଦ୍ୟ ପ୍ରଦାନ ପୂର୍ବକ ନିଷ୍ଠାର ସହିତ ଗଜାନନ ଗଣପତିଙ୍କ ପୂଜାର୍ଚନା କରିଥିବା ଆଜି ସନ୍ଧ୍ୟା ପ୍ରାୟ ୭ ତା ସମୟରେ ଦେଖିବାକୁ ମିଳିଛି ସହରରେ l