Download Now Banner

This browser does not support the video element.

ଝାରସୁଗୁଡା: ବେଦାନ୍ତ କମ୍ପାନୀ ର ମନମୁଖୀ ନିୟମ ଯୋଗୁଁ ଆଞ୍ଚଳିକ ଟ୍ରକ୍ ମାଲିକ କ୍ଷତିଗ୍ରସ୍ତ ସମନ୍ଧେ ଝାରସୁଗୁଡ଼ା ଜିଲ୍ଲାପାଲ ଙ୍କୁ ଦାବିପତ୍ର

Jharsuguda, Jharsuguda | Apr 15, 2025
ଆଜି ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘ ଓ ସମଲେଇ ଟ୍ରକ୍ ମାଲିକ ସଂଘ ଆଜି ସକାଳ ୧୧ ଟାରେ ବେଦାନ୍ତ କମ୍ପାନୀ ର ମନମୁଖୀ ନିୟମ ଯୋଗୁଁ ଆଞ୍ଚଳିକ ଟ୍ରକ୍ ମାଲିକ କ୍ଷତିଗ୍ରସ୍ତ ସମନ୍ଧେ ଏକ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦେବା ପରେ ଜିଲ୍ଲାପାଳ ଅଫିସ୍ ଆଗରେ ବ୍ରଜରାଜନଗର ଟ୍ରକ୍ ସଂଘ ର ସଭାପତି ଦେବ ଦାସ ଏକ ପ୍ରତିକ୍ରିୟା ରଖିଥିଲେ
Read More News
T & CPrivacy PolicyContact Us