Download Now Banner

This browser does not support the video element.

ଭେଡେନ: ପପଂଗା ଠାରେ ଅତାବିରା ବିଧାୟିକା ସ୍ନେହାଗିଂନୀ ଛୁରିଆଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କଲେ ବିଜେଡି କର୍ମୀ

Bheden, Bargarh (Baragarh) | Mar 29, 2024
ଆଜି ଶୁକ୍ରବାର ମଧ୍ଯାହ୍ନ ୧୨ଟାରେ ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଭେଡେନ ବ୍ଲକ ପପଂଗା ଠାରେ ଅତାବିରା ବିଧାୟିକା ସ୍ନେହାଗିଂନୀ ଛୁରିଆ ପୁଣି ଥରେ ଅତାବିରା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ପାଇଁ ମନୋନୀତ ହୋଇଥିବାରୁ ବିଧାୟିକା ସ୍ନେହାଗିଂନୀ ଛୁରିଆଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସ୍ବାଗତ ସମ୍ବର୍ଦ୍ଧନା ସଭାରେ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା, ବ୍ଲକ ଭାଇସଚେୟାରମ୍ୟାନ ଡୋଲାମଣି ଖେତି, ସୁବ୍ରତ ଚାନ୍ଦ, ସୁଶାନ୍ତ ସାହୁ, ସୁବାସ ହୋତାଙ୍କ ସମେତ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ସମସ୍ତେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us