Download Now Banner

This browser does not support the video element.

ନୂଆପଡା: ନୂଆପଡ଼ା ଜିଲ୍ଲାରେ ସାର ଅଭାବ କୁ ନେଇ ଭୁବନେଶ୍ବର ରେ କୃଷି ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଯଦୁମଣି ଙ୍କ ଆଲୋଚନା

Nuapada, Nuapada | Aug 22, 2025
ଆଜି ଦିନ ଏଗାରଟା ସମୟରେ ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ ଭୁବନେଶ୍ୱର ଠାରେ କୃଷି ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।ଜିଲ୍ଲାକୁ ଆସନ୍ତା ୨୩/୨୪ତାରିଖ ସୁଦ୍ଧା ପ୍ରକ୍ୟପ୍ତ ସର ଯୋଗାଇ ଦେବାକୁ ଅଧିକାରୀ ଜଣାଇଥିଲେ।
Read More News
T & CPrivacy PolicyContact Us