Download Now Banner

This browser does not support the video element.

ବରଗଡ: କୁଜାମୁଣ୍ଡା ଗ୍ରାମରେ ପଡୋଶୀଙ୍କ ଆକ୍ରମଣରେ ପଡୋଶୀ ଆହତ, ମେଲଛାମୁଣ୍ଡା ଥାନାରେ ଏତଲା

Bargarh, Bargarh (Baragarh) | Aug 22, 2025
କୁଜାମୁଣ୍ଡା ଗ୍ରାମରେ ଆକ୍ରମଣ,ପଡୋଶୀଙ୍କ ଆକ୍ରମଣରେ ଆହତ ପଡୋଶୀ | ମେଲଛାମୁଣ୍ଡା ଥାନାରେ ଏତଲା ଦେବା ସବ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଓ ପରିବାର ଲୋକେ | ଏନେଇ ଶୁକ୍ରବାର ସନ୍ଧ୍ୟା 6 ଘଣ୍ଟା ସମୟରେ ମେଲଛାମୁଣ୍ଡା ଥାନା ପକ୍ଷରୁ ସୂଚନା ଦିଆଯାଇଛି | ଗତ 20 ତାରିଖ କୁଜାମୁଣ୍ଡା ଗ୍ରାମର ଦୁଇ ପଡୋଶୀଙ୍କ ମଧ୍ୟରେ କଥା କଟା କଟିକୁ ନେଇ ଅନ୍ୟ ପଡୋଶୀ ଆକ୍ରମଣ କରିଥିଲେ ଯାହା ଦ୍ୱାରା ପରିବାର ର ଲୋକେ ଆହତ ହୋଇଥିଲେ | ଏନେଇ ଗତକାଲି ଏତଲା ଦେଇଥିବା ବେଳେ ମେଲଛାମୁଣ୍ଡା ପୋଲିସ ଏକ କେଶ ରୁଜୁ କରିଛି ।
Read More News
T & CPrivacy PolicyContact Us