This browser does not support the video element.
ବସ୍ତା: ଧୀରେ ଧୀରେ ହ୍ରାସ ପାଉଛି ସୁବର୍ଣ୍ଣରେଖା ନଦୀ ର ଜଳସ୍ତର,ସୂର୍ଯ୍ୟାପୁର ରେ ବନ୍ୟାପାଣି ପ୍ରବେଶ
Basta, Balasore | Aug 26, 2025
ଧୀରେ ଧୀରେ ହ୍ରାସ ପାଉଛି ସୁବର୍ଣ୍ଣରେଖା ନଦୀ ର ଜଳସ୍ତର,ନଦୀ ର ଉପରମୁଣ୍ତ ଗାଲୁଡିହି ବ୍ଯାରେଜ ରୁ 5 ହଜାର କ୍ଯୁସେକ ପାଣି ଛଡା ଯିବା ଯୋଗୁଂ ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀ ରେ ଷଷ୍ଠ ଥର ପାଂଇ ବନ୍ଯା ଆସିଥିଲା, ରାଜଘାଟ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ସୁବର୍ଣ୍ଣରେଖା ନଦୀ ରେ ବାରମ୍ବାର ବନ୍ଯା ଆସିବା ଫଳରେ ଅଞ୍ଚଳବାସୀ ନାଂହି ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଥିବା ବେଳେ ଚାଷୀ ଙ୍କ ଆର୍ଥିକ ମେରୁଦଣ୍ତ ଦୋହଲି ଯାଇଛି, ଷଷ୍ଠ ଥର ବନ୍ଯା ଆସିବା ଯୋଗୁଂ ବାଲିଆପାଳ ବ୍ଲକ ର 8 ଟି ପଞ୍ଚାୟତରେ ବନ୍ଯା ପାଣି ପ୍ରବେଶ କରିଥିଲା, ସୂର୍ଯ୍ୟାପୁର ଆଜି ବନ୍ୟା ପାଣି