Download Now Banner

This browser does not support the video element.

କବିସୂର୍ଯ୍ୟନଗର: ମାଗୁରଣୀ ଚାଞ୍ଚରା ନିକଟରୁ ଚୋରା ମଦ ଜବତ ସହ ଦୁଇ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ

Kabisuryanagar, Ganjam | Sep 21, 2025
ବେଗୁନିଆପଡା ଥାନା ଅନ୍ତର୍ଗତ ମାଗୁରାଣୀ ଚାଞ୍ଚରା ରୋଡ଼ ସାଇଡରେ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ଭାଲିଆଝର ଗ୍ରାମର ନରସିଂହ ପରିଡା ଙ୍କ ପୁଅ ଯଜ୍ଞ ପରିଡା ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ 75 ଲିଟର ଚୋରା ମଦ ଜବତ କରିଥିଲା । ସେହିଭଳି ମାଗୁରାଣୀ ଚାଞ୍ଚରା ଓ ଏସ. ଛଚିନା ମଝି ପୂର୍ତ୍ତ ରାସ୍ତା ନିକଟରେ ସାଙ୍କୁଡ଼ା ଗ୍ରାମର ବଂଶୀ ଦାଶ ଙ୍କ ପୁଅ କାଳିଆ ଦାଶ ଚୋରା ମଦ ବିକ୍ରି କରୁଥିବା ସମୟରେ ପୋଲିସ ଚଡାଉ କରି 73 ଲିଟର ମଦ ପାଉଚ ଜବତ କରିଥିଲା ।
Read More News
T & CPrivacy PolicyContact Us