Download Now Banner

This browser does not support the video element.

ଜଗତସିଂହପୁର: ଗାଲୁପଡ଼ାରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ବେକରେ ରଶି ଲଗେଇ ଆତ୍ମହତ୍ୟା

Jagatsinghapur, Jagatsinghpur | Sep 6, 2025
ଜଗତସିଂହପୁର ସହର ଗାଲୁପଡ଼ାରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ବେକରେ ରଶୀ ଲଗେଇ ଆତ୍ମହତ୍ୟା । ବୟସାଧିକ ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ଯୋଗୁ ମାନସିକ ଅବସାଦ ଘଟି ବୃଦ୍ଧା ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘର ଭିତରର ବାରଣ୍ଡାରେ ଉକ୍ତ ୭୦ ବର୍ଷୀୟ ବୃଦ୍ଧା ବେକରେ ରଶି ଲଗେଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳ ୬ ଟା ସମୟରେ ବୃଦ୍ଧା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଘରଲୋକ ଦେଖିବାକୁ ପାଇଥିଲେ
Read More News
T & CPrivacy PolicyContact Us