Download Now Banner

This browser does not support the video element.

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଧକ୍ଷତାରେ ରାଜକନିକା ବ୍ଲକ ସଭାଗୃହରେ ବ୍ଲକ କର୍ମଚାରୀଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Aali, Kendrapara | Apr 15, 2024
ଆଗାମୀ ସାଧାରଣ ନିର୍ବାଚନ କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଧକ୍ଷତାରେ ରାଜକନିକା ବ୍ଲକ ସଭା ଗୃହରେ ବିଡ଼ିଓଙ୍କ ସଂଯୋଜନାରେ ବ୍ଲକ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ଓ ସଠିକ ମତଦାନ ଉପରେ ଜିଲ୍ଲାପାଳ ଆଲୋକପାତ କରିଥିବା ଜଣାପଡିଛି।
Read More News
T & CPrivacy PolicyContact Us