This browser does not support the video element.
ଢେଙ୍କାନାଳ ସଦର: ଗଁଦିଆ ତହସିଲ ବାସ ଭବନରେ ବନ ବିଭାଗର ଚଢାଉ, ଜଙ୍ଗଲମାଂସ ରୋଷେଇ ବେଳେ ୩ ଅଟକ
Dhenkanal Sadar, Dhenkanal | Sep 11, 2025
ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅଫିସର ସରକାରୀ ବାସଭବନରେ ବନ ବିଭାଗ ପକ୍ଷରୁ ଆଜି ଚଢାଉ କରାଯାଇଥିଲା ।ଜଙ୍ଗଲୀ ମାଂସ ଶିକାର କରି ରୋଷେଇ କରୁଥିବା ଖବର ପାଇ ବନବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ସଡଙ୍ଗୀ ରେଞ୍ଜ ପକ୍ଷରୁ ଚଢାଉ କରାଯାଇ ଜଙ୍ଗଲୀ ମାଂସ ଶିକାର କରି ସରକାରୀ ବାସଭବନରେ ରୋଷେଇ ହେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ବନବିଭାଗ।ଘଟଣାରେ ତହସିଲ ଅଫିସର ଜଣେ ରୋଷେୟା ସମେତ ମୋଟ ତିନିଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବନବିଭାଗ ବୋଲି ସନ୍ଧ୍ୟା ୬ଟାରେ ସୂଚନା ମିଳିଛି।