Download Now Banner

This browser does not support the video element.

ସୋନପୁର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସୋନପୁର ରେ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ କାର୍ଯ୍ୟଶାଳା ଅନୁଷ୍ଠିତ

Sonapur, Subarnapur (Sonepur) | Sep 11, 2025
ସୂଚନା ଅନୁସାରେ ଆଜି ପୂର୍ବାହ୍ନ 10 ଘଣ୍ଟାରୁ ଅପରାହ୍ନ 5 ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସଦର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ପରଖ ରାଷ୍ଟ୍ରୀୟ ସର୍ଭେକ୍ଷଣ କର୍ମଶାଳା 2025 ଅନୁଷ୍ଠିତ ହୋଇଯାଇଛି l କର୍ମଶାଳାରେ ମାଷ୍ଟର ଟ୍ରେନର ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରାମଚନ୍ଦ୍ର ବାଗ ଏବଂ ବରିଷ୍ଟ ଶିକ୍ଷକ ଅକ୍ଷୟ କୁମାର ବେରିଆ ଯୋଗଦାନ କରି, ଉପସ୍ଥିତ ଏ ବି ଓ, ସି ଆର ସିସି ଏବଂ ଡି ଆର ଜି ମାନଙ୍କ ସର୍ଭେକ୍ଷଣ କରିଥିଲେ l
Read More News
T & CPrivacy PolicyContact Us