Download Now Banner

This browser does not support the video element.

ଛତ୍ରପୁର: ଆକାଶବାଣୀ ବ୍ରହ୍ମପୁର ପରିସରରେ ସତ୍ୟସାଇ ସେବା ଅନୁଷ୍ଠାନ ପକ୍ଷରୁ କାର୍ଡିଓ ପଲମୋନାରୀ ରିସୁସାଇଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Chhatrapur, Ganjam | Aug 30, 2025
ବ୍ରହ୍ମପୁର ସ୍ଥିତ ଆକାଶବାଣୀ କେନ୍ଦ୍ର ପରିସରରେ ସତ୍ୟସାଇ ସେବା ଅନୁଷ୍ଠାନ ପକ୍ଷରୁ କାର୍ଡିଓ ପଲମୋନାରୀ ରିସୁସାଇଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶନିବାର ସଂନ୍ଧ୍ଯାରେ ସମୟରେ ଅନୁଷ୍ଠିତ ହୋଇଛି ଉକ୍ତ କାର୍ଯ୍ଯକ୍ରମ।
Read More News
T & CPrivacy PolicyContact Us