This browser does not support the video element.
ବାଲିଗୁଡା: ବାଲିଗୁଡା ସହର ବିରାଗୁଡା ଠାରେ ବାଇକ ଦୁର୍ଘଟଣା ଜଣେ ଗୁରୁତର,
Baliguda, Kandhamal | Sep 10, 2025
ବାଲିଗୁଡା ସହର ବିରାଗୁଡା ଠାରେ ବାଇକ ଦୁର୍ଘଟଣା ଜଣେ ଗୁରୁତର, ଏହି ଘଟଣା ଟି ବୁଧବାର ଦିନ 12ଘଣ୍ଟିକା ସମୟରେ ଘଟିଥିବା ବେଳେ, ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଥିଲେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ଅଣା ଯାଇଥିଲା, ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ କୁ ସ୍ଥାନାନ୍ତର କରାଯାଇଛି