Download Now Banner

This browser does not support the video element.

ଫୁଲବାଣୀ ସହର: ଡିଣ୍ଡିରା ଗାଁ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ସଚେତନତା ଶିବିର ଅନୁଷ୍ଠିତ

Phulabani Town, Kandhamal | Aug 22, 2025
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ଡିଣ୍ଡିରାଗାଁ ଗ୍ରାମପଞ୍ଚାୟତରେ ସଚେତନତା ଶିବିର ଅନୁଷ୍ଠିତ ଶ୍ରୀଯୁକ୍ତ ରାମ ଶଙ୍କର ହୋତା, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦେଶ କ୍ରମେ ତା:୨୨/୦୮/୨୦୨୫ ରିଖରେ ଡିଣ୍ଡିରାଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ଏକ ଆଇନ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା । ଉକ୍ତ ସଚେତନତା ଶିବିରରେ *ଶ୍ରୀ ରମାକାନ୍ତ ମହାନ୍ତି*, ସଚିବ, ଜିଲ୍ଲା ଆଇନ ସେବା
Read More News
T & CPrivacy PolicyContact Us