Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପ୍ରଥମ ସ୍ତ୍ରୀ ଥାଇ ଦ୍ୱତୀୟ ଯୁବତୀଙ୍କୁ ବିବାହ କରି ହଟହଟା ହେଲେ ସ୍ୱମୀ l ଏଭଳି ଘଟଣା ଘଟିଛି ବାଲିଘାଟ ସିଂହାରୀ ବଗିଚା ରେ l
Puri M, Puri | Aug 24, 2025
ପ୍ରଥମ ସ୍ତ୍ରୀ ଥାଇ ଦ୍ୱତୀୟ ଯୁବତୀଙ୍କୁ ବିବାହ କରି ହଟହଟା ହେଲେ ସ୍ୱମୀ l ଏଭଳି ଘଟଣା ଘଟିଛି ବାଲିଘାଟ ସିଂହାରୀ ବଗିଚା ରେ l ପ୍ରଥମ ସ୍ତ୍ରୀ ଏବଂ ତାଙ୍କ ଭଉଣୀ ଆସି ସ୍ୱାମୀ ଙ୍କ ଘର ଆଗରେ ହୋ ହଲା କଲେ l ଶେଷରେ ଖବର ପାଇଁ PCR ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ l ଦୁହିଁଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!