This browser does not support the video element.
ବଲାଙ୍ଗୀର: ଯୋଗେଶ୍ୱର ଶୈବପୀଠରୁ ପୁରାତନ ମୂର୍ତ୍ତି ଚୋରୀ ଘଟଣା, କଲେଜ ଛକ ଠାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ମୁଖ୍ୟଙ୍କ ପ୍ରତିକ୍ରିୟା
Balangir, Balangir | Sep 7, 2025
ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ପ୍ରାଚୀନ ଯୋଗେଶ୍ୱର ଶୈବପୀଠରୁ ପୁରାତନ ମୂର୍ତ୍ତି ଚୋରୀ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଅସନ୍ତୋଷ ଚାପିଛି। ଏହି ଘଟଣାକୁ ନିନ୍ଦା କରି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ମୁଖ୍ୟ କହିଛନ୍ତି, ପ୍ରାଚୀନ ଦେବାଳୟର ସୁରକ୍ଷା ନେଇ ପ୍ରଶାସନ ଗଭୀର ଅବହେଳା କରିଛି। ସେହିପାଇଁ ଦୋଷୀମାନଙ୍କୁ ଶୀଘ୍ର ଚିହ୍ନଟ କରି କଠୋର ଶାସ୍ତି ଦେବାକୁ ସେ ଦାବି କରିଛନ୍ତି। ତାଙ୍କ କଥାରେ, ପାଳିଆ ମନ୍ଦିରଗୁଡ଼ିକର ସୁରକ୍ଷା ପାଇଁ ସରକାରଙ୍କୁ ବିଶେଷ ପଦକ୍ଷେପ ନେବା ଅତ୍ୟାବଶ୍ୟକ।