Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ଆସନ୍ତା କାଲୀ ସକାଳ ୮.୩୦ରୁ ମଙ୍ଗଳବାର ୮.୩୦ ପର୍ଯ୍ୟନ୍ତ ୩୦ରୁ ୪୦କିମି ବେଗରେ ପବନ ସହିତ ବିଜୁଳି ଓ଼ ଘଡ଼ଘଡ଼ି ନେଇ ଏଲୋ ୱାର୍ଣ୍ଣି ଜାରି
Baudh Sadar, Boudh (Bauda) | Aug 24, 2025
ରାଜ୍ୟରେ କିଛିଦିନ ହେବ ବର୍ଷା, ପବନ ସାହି ବିଜୁଳି ଓ଼ ଘଡଘଡ଼ି ଲାଗି ରହିଥିବା ବେଳେ l ଆସନ୍ତାକାଲି ସୋମବାର ସକାଳ ୮.୩୦ସମୟରୁ ମଙ୍ଗଳବାର ସକାଳ ୮.୩୦ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଳାରେ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଓ଼ ଘଡଘଡି ହେବା ନେଇ ଏଲୋ ୱାରନିଙ୍ଗ ଜାରି କରାଯାଇଛି l ଏନେଇ ଆଜି ମଧ୍ୟାନ୍ହ ପଖାପଖି ୧ଘଣ୍ଟା ସମୟରେ ଭୁବନେଶ୍ୱର ଷ୍ଠିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରିକାରା ଯାଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!