Download Now Banner

This browser does not support the video element.

ରେଢାଖୋଲ: ରେଢ଼ାଖୋଲ ଅତିରିକ୍ତ ସହାୟକ ଜିଲ୍ଲାପାଳଙ୍କୁ ଅଲ ଇଣ୍ଡିଆ ଏମଏସଏସ ପକ୍ଷରୁ ଦାବିପତ୍ର ପ୍ରଦାନ

Rairakhol, Sambalpur | Sep 26, 2025
ରାଜ୍ୟରେ ବନ୍ଦ ହୋଇଥିବା ୭୦ଟି ମଦ ଦୋକାନ, ୪ଟି ନୂତନ ଦୋକାନ ଓ ୩ ଟି ମଦ କାରଖାନା ଖୋଲିବା ମସୁଧା ସମ୍ପୂର୍ଣ୍ଣ ବାତିଲ କରିବା, ମଦ-ଡ୍ରଗ୍ସ ଆଦି ମାଦକ ଦ୍ରବ୍ୟ ର କାରବାର ସମ୍ପୂର୍ଣ୍ଣ ନିଷିଦ୍ଧ କରିବା, ଅନୁଗୁଳର‌ ୧୧ ବର୍ଷୀୟା ନାବାଳିକା ଜସ୍ମିନ ସେଠ୍ ର ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ସୈାମ୍ଯାଶ୍ରୀ , ବଳଙ୍ଗା ଘଟଣା ସମେତ ରାଜ୍ୟର ସମ୍ପ୍ରତି ଘଟିଥିବା ଘଟଣାର ଆସାମୀ ମାନଙ୍କୁ କଠୋର ଦଣ୍ଡ ଦେବାକୁ ନେଇ ଦାବି କରିଛନ୍ତି l
Read More News
T & CPrivacy PolicyContact Us