This browser does not support the video element.
ପାଲଲହଡା: କୁଲେଇ ସ୍ଥିତ ବିଜେପି କାର୍ଯ୍ୟାଳୟରେ ସ୍ଥାନୀୟ ବିଧାୟକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Palalahada, Angul | Nov 9, 2024
ଅନୁଗୋଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ କୁଲେଇ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଶନିବାର ଅପରାହ୍ନ ୪:୩୦ ସମୟରେ ଜଣାପଡ଼ିଛି। କୁଲେଇ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ସ୍ଥାନୀୟ ପାଳଲହଡା ବିଧାୟକ ଅଶୋକ ମହାନ୍ତି ମହୋଦୟ ଯୋଗ ଦେଇଥିଲେ।ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଆସି ବିଧାୟକଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ବିଧାୟକ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।