This browser does not support the video element.
ଛତ୍ରପୁର: ଆସନ୍ତା ୨୭ରେ ବ୍ରହ୍ମପୁର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Chhatrapur, Ganjam | Sep 13, 2025
ଆଗାମୀ ୨୭ ତାରିଖରେ ପୁଣି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ଯୁବ ସମାବେଶରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି।।ଗତକାଲି ଏକ ଟିମ୍ ବ୍ରହ୍ମପୁର ଆସି କାର୍ଯ୍ଯସ୍ଥଳୀ ବୁଲି ଦେଖିଛନ୍ତି। ସେପଟେ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇ ନଥିବା ନେଇ ଶନିବାର ପୂର୍ବାହ୍ନରେ ସୂଚନା ଦେଇଛନ୍ତି ବିଜେପି ଜିଲ୍ଲା ସଭାପତି ଓ ବ୍ରହ୍ମପୁର ବିଧାୟକ ।