Download Now Banner

This browser does not support the video element.

ବୀରମହାରାଜପୁର: କୌଡିଆମୁଣ୍ଡା ଖେଳ ପଡିଆଠରେ ବ୍ଲକ୍ ସ୍ତରୀୟ 16ତମ ଏକଦିବବସିୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

Biramaharajpur, Subarnapur (Sonepur) | Sep 28, 2025
ବିନିକା ଥାନା ଅନ୍ତର୍ଗତ କୌଡିଆମୁଣ୍ଡା ଖେଳ ପଡିଆଠରେ ଆଜି ସଂନ୍ଧ୍ୟା 6ଟା 45ମିନିଟ ପର୍ଯ୍ୟନ୍ତ 16ତମ ଏକଡ଼ିବସିୟ ଫୁଟବଲ ଟୁର୍ନାମେଣର ଅନୁଷ୍ଠିତ ହୋଇଯାଇଛି l ବୀର ବଜରଙ୍ଗ ଯୁବସଙ୍ଘ ପକ୍ଷରୁ ଆୟୋଜିତ ଏହି ଟୁର୍ନାମେଣ୍ଟକୁ ବ୍ଲକର ବିଭିନ୍ନ ସ୍ଥାନରୁ ଆଠ ଗୋଟି ଦଳ ଅଂଶଗ୍ରହଣ କରିଥିଲେ l ଫାଇନାଲ ଖେଳରେ ଗଣେଶପୁରକୁ 1-0ଗୋଲାରେ ହରାଇ ସମର ଚିପା ଚାମ୍ପିଆନ ହୋଇଛି l ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବକୁ କ୍ରୀଡା ପ୍ରେମୀ ମାନସ ଷଣ୍ଢ ଏବଂ କ୍ରୀଡା ବିତ ଆର୍ତ ତ୍ରାଣ ମାଝୀ ଯୋଗଦେଇ ବିଜେତା ସମରଚିପା ଏବଂ ଉପବିଜେତା ଗଣେଶପୁରକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ l
Read More News
T & CPrivacy PolicyContact Us