This browser does not support the video element.
ଆନନ୍ଦପୁର: ମୁଗୁପୁରୁ ହାଇସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦ ରେ ସ୍କୁଲ ରେ ତାଲା ପକାଇ ଧାରଣା
Anandapur, Kendujhar | Sep 27, 2025
ମୁଗୁପୁରୁ ହାଇସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦ ରେ ସ୍କୁଲ ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ବିଦ୍ୟାଳୟରେ ୧୧ତି ଶ୍ରେଣୀ ରେ ୪୬୭ ଛାତ୍ର ଛାତ୍ରୀ ଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ୨୬୧ ଛାତ୍ର ଛାତ୍ରୀ ପଢୁଛନ୍ତି। ପ୍ରାଥମିକ ବିଦ୍ୟାଳୟ ସ୍ତରରେ ମାତ୍ର ୬ଜଣ ଶିକ୍ଷକ ଥିବାବେଳେ ଜଣେ ଶିକ୍ଷକଙ୍କୁ ବେନିୟମ ଭାବେ ବଦଳି କରାଯାଇଛି। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶହ ଶହ ଛତ୍ର ଛାତ୍ରୀ ଓ ଅଭିଭାବକ ମାନେ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ।