Download Now Banner

This browser does not support the video element.

ନୂଆପଡା: ଆଜି ମହା ନବମୀ ପୂଜା ନୂଆପଡ଼ା ରେ ଘରେ ଘରେ ନବ କନ୍ୟା ପୂଜନ

Nuapada, Nuapada | Sep 30, 2025
ଆଜି ହେଉଛି ମହାନବମୀ ନବରାତ୍ର ପୂଜାର ଅନ୍ତିମ ଦିବସ ନବରାତ୍ରି ବ୍ରତ କରିଥିବା ବ୍ୟକ୍ତି ମାନେ ଆଜି ମନ ନଅ ଟି ସ୍ୱରୂପ ର ପ୍ରତୀକ ରୂପେ ନଅ ଜନ କୁଆଁରୀ କନ୍ୟା ଙ୍କ ପୂଜାର୍ଚ୍ଚନା କରିଥାନ୍ତି।ଆଜି ଦିନ ବାରଟା ସମୟରେ ନୂଆପଡ଼ା ରେ ଘରେ ଘରେ ନବକନ୍ୟା ପୂଜନ କରାଯାଇଥିଲା।ବ୍ରତାଧରି ମାନେ ନାନା କନ୍ୟା ଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ।
Read More News
T & CPrivacy PolicyContact Us