This browser does not support the video element.
ସଦର: କେସିଙ୍ଗା ବ୍ଲକ ପଥର୍ଲା, ବାହାଦୁରପଦର, ପଲକାପଡ଼ା ରେ ନୁଆଖାଇ ପର୍ବ ପାଳନ
Sadar, Kalahandi | Aug 24, 2025
ଆଜି କଳାହାଣ୍ଡି ଜିଲ୍ଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ ହୋଇଛି । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରଥମୀ ତିଥିରେ କେସିଙ୍ଗା ବ୍ଲକ ପଥର୍ଲା, ବାହାଦୁରପଦର, ପଲକାପଡ଼ାର ୫ ହଜାରରୁ ଅଧିକ ଲୋକ ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ଭକ୍ଷଣ କରିଛନ୍ତି ।